ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ବିଜେପି ଆଉ ୮ ବିଧାନସଭା ପାର୍ଥୀଙ୍କ ନାମ ଘୋଷଣା କରିଛି | ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ଅରୁଣ ସିଂହ ଶନିବାର ଏହି ସୂଚନା ଦେଇଛନ୍ତି। ଶ୍ରୀ ସିିଂହ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି, ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ୪ର୍ଥ ତାଲିକା ଜାରି କରିଛି।
ଖୋର୍ଦ୍ଧା- ପ୍ରଶାନ୍ତ ଜଗଦେବ
ସାଲେପୁର- ଅରିନ୍ଦମ ରାୟ
ହିନ୍ଦୋଳ- ସୀମାରାଣୀ ନାଏକ
ଚମ୍ପୁଆ- ମୁରଲୀ ମନୋହର ଶର୍ମା
ତେଲକୋଇ-ଫକୀର ମୋହନ ନାଏକ
ବସ୍ତା -ରବୀନ୍ଦ୍ର ଅଣ୍ଡିଆ
ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
କେନ୍ଦ୍ରାପଡା- ଗୀତାଞ୍ଜଳି ସେଠୀ






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….