ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଜନତା ପାର୍ଟି ଗୁଜରାଟ ଏବଂ ପଶ୍ଚିମବଙ୍ଗର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ମୋଟ ୩ ଜଣଙ୍କ ନାମ ରହିଥିବା ଜଣାପଡ଼ିଛି। ସେମାନେ ହେଲେ ବାବୁଭାଇ ଜେସଙ୍ଗଭାଇ ଦେଶାଇ (ଗୁଜରାଟ), କେସ୍ରିଭଭସିନ୍ ଜାଲା (ଗୁଜରାଟ) ଏବଂ ଅନନ୍ତ ମହାରାଜ (ପଶ୍ଚିମବଙ୍ଗ) । କେନ୍ଦ୍ରୀୟ କମିଟିର ସହମତି ପରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……