ଆମ ସହର ଭୁବନେଶ୍ଵରରେ ବୋମାମାଡ଼…. Report Card Bureau November 28, 2025 1 min read ରିପୋର୍ଟ କାର୍ଡ / ଭୁବନେଶ୍ଵରଭୁବନେଶ୍ଵର ଗାଡକଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ଗେଟ୍ ସମ୍ମୁଖରେ ଫୁଟିଲା ବୋମା । ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର । ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି । ଆଖପାଖର ସିସିଟିଭି ଚିତ୍ରକୁ ନେଇ ଖୋଳତାଡ କରୁଛି ।Continue ReadingPrevious ଭୂକମ୍ପରେ ଥରିଲା ଆମେରିକା…..Next କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଖୋଲିବ ନାହିଁ !…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଆମ ସହର ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ ….. March 19, 2026 Report Card Bureau ଆମ ସହର ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର…. March 12, 2026 Report Card Bureau ଆମ ସହର ରାଜ୍ୟ ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼….. March 11, 2026 Report Card Bureau
More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..