ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ପୁଣି ମୁଣ୍ଡ ଲେଉଟାଇବାରୁ ଦେଶବାସୀଙ୍କୁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ। ସଂସ୍ଥା ପକ୍ଷରୁ ଦେଶବାସୀଙ୍କୁ ତୁରନ୍ତ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ କୁହାଯାଇଛି। ଆଇଏମଏ ଗୋଟିଏ ସତର୍କ ସୂଚନା ଜାରି କରି କହିଛି ଯେ କରୋନା ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ଆମକୁ ସତର୍କ ରହିବାକୁ ହେବ। ସମସ୍ତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧାବ ସହ ସାମାଜିକ ଦୂରତା, ନିୟମିତ ହାତ ଧୋଇବା ଓ ସାନିଟାଇଜରର ବ୍ୟବହାର ତତ୍କାଳ ଭାବେ କାର୍ଯ୍ୟକାରୀ କରାଯାଉ।






More Stories
ଆଜି ଇସ୍ତଫା ଦେବେ ନୀତିଶ କୁମାର…..
ଟିଏମ୍ସିରେ ମିଶିଲେ ନେତାଜୀଙ୍କ ଅଣନାତି…..
ଦିଲ୍ଲୀ ବୋମା ବିସ୍ଫୋରଣ: ରହିଛି ଓଡିଶା ଲିଙ୍କ୍!….