ଆମ ସହର ଜୁଆ ଆଡ୍ଡା ଉପରେ ଚଢ଼ାଉ,୮ ଗିରଫ….. Report Card Bureau October 18, 2022 ରିପୋର୍ଟ କାର୍ଡ / ବ୍ରହ୍ମପୁରବ୍ରହ୍ମପୁର ସଦର ପୋଲିସ ଲୋଚାପଡା ଖଞ୍ଜି ପଡିଆ ସାହି ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ | ୮ ଜଣ ପୁରୁଷ ଏବଂ ୨ ଜଣ ମହିଳାଙ୍କୁ ଅଟକ ରଖିଛି ପୋଲିସ । ଚଢ଼ାଉ ସମୟରେ ୮୫,୨୦୦ ଟଙ୍କା ଜବତ କରିଥିବା ନେଇ ବ୍ରହ୍ମପୁର ସଦର ଥାନା ପୋଲିସ ସୂଚନା ଦେଇଛନ୍ତି |Continue ReadingPrevious ମାର୍ଚ୍ଚ ରେ ଯୁକ୍ତ ୨ ପରୀକ୍ଷା…..Next ଧାମନଗର ଉପନିର୍ବାଚନ ପାଇଁ ଆଜିଠୁ ପ୍ରଚାର ଆରମ୍ଭ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ରାଜ୍ୟ ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ….. April 2, 2026 Report Card Bureau ଆମ ସହର ରାଜ୍ୟ କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା….. March 31, 2026 Report Card Bureau ଆମ ସହର ରାଜ୍ୟ ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ….. March 24, 2026 Report Card Bureau
More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..