ଆମ ସହର ଜୁଆ ଆଡ୍ଡା ଉପରେ ଚଢ଼ାଉ,୮ ଗିରଫ….. Report Card Bureau October 18, 2022 ରିପୋର୍ଟ କାର୍ଡ / ବ୍ରହ୍ମପୁରବ୍ରହ୍ମପୁର ସଦର ପୋଲିସ ଲୋଚାପଡା ଖଞ୍ଜି ପଡିଆ ସାହି ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ | ୮ ଜଣ ପୁରୁଷ ଏବଂ ୨ ଜଣ ମହିଳାଙ୍କୁ ଅଟକ ରଖିଛି ପୋଲିସ । ଚଢ଼ାଉ ସମୟରେ ୮୫,୨୦୦ ଟଙ୍କା ଜବତ କରିଥିବା ନେଇ ବ୍ରହ୍ମପୁର ସଦର ଥାନା ପୋଲିସ ସୂଚନା ଦେଇଛନ୍ତି |Post navigationPrevious ମାର୍ଚ୍ଚ ରେ ଯୁକ୍ତ ୨ ପରୀକ୍ଷା…..Next ଧାମନଗର ଉପନିର୍ବାଚନ ପାଇଁ ଆଜିଠୁ ପ୍ରଚାର ଆରମ୍ଭ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ରାଜ୍ୟ ମହିଳାଙ୍କୁ ଟାଣିନେଲା କୁମ୍ଭୀର….. August 3, 2026 Report Card Bureau ଆମ ସହର ରାଜ୍ୟ ବାପାର ଜୀବନ ନେଲା ପୁଅ….. July 28, 2026 Report Card Bureau ଆମ ସହର ରାଜ୍ୟ ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ସଂଗ୍ରାମ କେଶରୀ ବେହେରା….. July 28, 2026 Report Card Bureau
More Stories
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ବାପାର ଜୀବନ ନେଲା ପୁଅ…..
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ସଂଗ୍ରାମ କେଶରୀ ବେହେରା…..