ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୋର୍ଦ୍ଧାରୁ ବପୁଳ ପରିମାଣର ବ୍ରାଉନ୍ସୁଗାର ଜବତ ହୋଇଛି । ଏସଟିଏଫ୍ ପକ୍ଷରୁ ଖୋର୍ଦ୍ଧାରେ ଚଢ଼ାଉ କରାଯାଇ ୨ କେଜି ବ୍ରାଉନ୍ସୁଗାର ଜବତ କରି ୨ଜଣଙ୍କୁ ଅଟକ ରଖିଛି । ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କ ନାଁରେ ହତ୍ୟା ମାମଲା ରହିଥିବା ସୂଚନା ମିଳିଛି । ଉଭୟ ୨ ଅଭିଯୁକ୍ତଙ୍କୁ ଧଳାଜହର କାରବାର ନେଇ ପଚରାଉଚରା କରୁଛି ଏସଟିଏଫ୍ ଟିମ୍ ।
More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….