ରିପୋର୍ଟ କାର୍ଡ / ଭୁବନେଶ୍ବର
ମାଲକାନଗିରି ଓ କୋରାପୁଟରୁ ଜମ୍ମୁ-କଶ୍ମୀର ସ୍ଥାନାନ୍ତରିତ ହେବେ ବିଏଏସଏଫ୍ ଯବାନ। ଏଠାରୁ ୨୦୦୦ ବିଏସଏଫ୍ ଯବାନ୍ ଜମ୍ମୁ-କାଶ୍ମୀର ଯିବେ। ସୀମାରେ ଏବେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାରୁ ଏବଂ ସେଠାରେ ଲଗାତାର ଯବାନ ସହିଦ ହେବା ଘଟଣାକୁ ନେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଭାରତ ସରକାର। ଏହାସହ ସୀମାନ୍ତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ନେଇଛନ୍ତି କଡା ପଦକ୍ଷେପ। ଓଡ଼ିଶାରୁ ସେଠାକୁ ଦୁଇଟି ବାଟାଲିଅନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।






More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..