ରିପୋର୍ଟ କାର୍ଡ / ଭୁବନେଶ୍ୱର
ବସ ଯାତ୍ରୀଙ୍କ ପାଇଁ ଖୁସି ଖବର | ଡିଜେଲ ଡର କମିଲା ପରେ ବସ ଭଡା ହ୍ରାସ ପାଇଛି | କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା କମିଥିବା ସୂଚନା ମିଳିଛି । ସବୁ ପ୍ରିମିୟମ ଭଡା ୨ ତାଙ୍କ ୫୩ରୁ ୨ ତାଙ୍କ ୪୪ କୁ ହ୍ରାସ ପାଇଛି | ଏକ୍ସପ୍ରେସ ବସ ୯୬ ରୁ ୯୩ ପଇସାକୁ ହ୍ରାସ ପାଇଛି | ଡିଲକ୍ସ ୧.୩୫ ରୁ ୧.୨୯ କୁ ଖସିଛି | ଏସି ଡିଲକ୍ସ ଭଡା ୧.୬୩ ରୁ ୧.୫୭ କୁ କମିଛି |






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..