ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତାଙ୍କ ସହ ୧୦ ଜଣ କଂଗ୍ରେସ କର୍ମୀଙ୍କ ବିରୋଧରେ ମଧ୍ୟ କେସ୍ ରୁଜୁ ହୋଇଛି। ଚୁରହ ବିଧାୟକ ହଂସରାଜଙ୍କ ବିରୋଧରେ ଅସଦାଚରଣ ମାମଲା ଦାୟର କରିଥିବା ଯୁବତୀ ଟିସା ପୋଲିସ ଷ୍ଟେସନରେ ଏମାନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ନାରେନ୍ଦ୍ର କୁମାର, ଯଶୱନ୍ତ ଖନ୍ନା, ଦିଲଦାର ଅଲ୍ଲି, ସରିଫ ମହମ୍ମଦ, ୟାକୁବ, ଜମାତ ଅଲ୍ଲି, ଲେଖରାଜ, ବୀର ସିଂହ ଏବଂ ଜାତୀୟ ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବା ତାଙ୍କୁ ବଦନାମ କରୁଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଜାତୀୟ ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବାଙ୍କ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତାଙ୍କ ସହ ୧୦ ଜଣ କଂଗ୍ରେସ କର୍ମୀଙ୍କ ବିରୋଧରେ ମଧ୍ୟ କେସ୍ ରୁଜୁ ହୋଇଛି। ଚୁରହ ବିଧାୟକ ହଂସରାଜଙ୍କ ବିରୋଧରେ ଅସଦାଚରଣ ମାମଲା ଦାୟର କରିଥିବା ଯୁବତୀ ଟିସା ପୁଲିସ ଷ୍ଟେସନରେ ଏମାନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ନାରେନ୍ଦ୍ର କୁମାର, ଯଶୱନ୍ତ ଖନ୍ନା, ଦିଲଦାର ଅଲ୍ଲି, ସରିଫ ମହମ୍ମଦ, ୟାକୁବ, ଜମାତ ଅଲ୍ଲି, ଲେଖରାଜ, ବୀର ସିଂହ ଏବଂ ଜାତୀୟ ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବା ତାଙ୍କୁ ବଦନାମ କରୁଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..