ରିପୋର୍ଟ କାର୍ଡ / ସମ୍ବଲପୁର
ୟୁନିୟନ ବ୍ୟାଙ୍କ ଠାରୁ ୫ କୋଟି ଠକେଇ ଅଭିଯୋଗରେ ବ୍ୟବସାୟୀ ଙ୍କ ଘରେ ସିବିଆଇ ରେଡ୍ ଚାଲିଛି । ସମ୍ବଲପୁର ବ୍ୟବସାୟୀ ନନ୍ଦଲାଲ ଅଗ୍ରଓ୍ବାଲଙ୍କ ଘରେ ଚଢାଉ । ବାଲିବନ୍ଧାସ୍ଥିତ ବାସଭବନରେ ଚାଲିଛି ରେଡ୍ । ବ୍ୟବସାୟ ଆଳରେ ବ୍ୟାଙ୍କରୁ ୫ କୋଟି ଟଙ୍କା ଲୋନ୍ ନେଇଥିଲେ ନନ୍ଦଲାଲ ।
More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..