ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟରେ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ତ୍ରୁଟିକୁ ନେଇ ୨୦୧୪ ମସିହାରେ ଅନୁଷ୍ଠାନକୁ ବନ୍ଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବଜାୟ ରଖି ସୁପ୍ରିମକୋର୍ଟ ଗୁରୁବାର ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଳପତି ନିଯୁକ୍ତି ପାଇଁ ସିଏମଜେ ବିଶ୍ୱବିଦ୍ୟାଳୟ ଆଇନର ଧାରା ୧୪(୧) ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟାକୁ ଠିକ୍ ଭାବେ ପାଳନ କରାଯାଉ ନାହିଁ ବୋଲି କହିଛନ୍ତି। ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟରେ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ତ୍ରୁଟିକୁ ନେଇ ୨୦୧୪ ମସିହାରେ ଅନୁଷ୍ଠାନକୁ ବନ୍ଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବଜାୟ ରଖି ସୁପ୍ରିମକୋର୍ଟ ଗୁରୁବାର ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଳପତି ନିଯୁକ୍ତି ପାଇଁ ସିଏମଜେ ବିଶ୍ୱବିଦ୍ୟାଳୟ ଆଇନର ଧାରା ୧୪(୧) ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟାକୁ ଠିକ୍ ଭାବେ ପାଳନ କରାଯାଉ ନାହିଁ ବୋଲି କହିଛନ୍ତି।
More Stories
୭ ରାଜ୍ୟକୁ ଏକାଠି କରିବାକୁ ଷ୍ଟାଲିନଙ୍କ ଉଦ୍ୟମ…..
ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ…..
ବଢ଼ିଲା ଆମେରିକା-ଚୀନ୍ ତିକ୍ତତା,ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ…..