ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ପକ୍ଷରୁ ତିବ୍ଦତୀୟ ଧର୍ମଗୁରୁ ଦଳାଇଲାମା ଏବଂ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ‘ଜେଡ’ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଉଭୟଙ୍କୁ ‘ଜେଡ’ ଶ୍ରେଣୀ ସିଆରପିଏଫ ସୁରକ୍ଷା ପ୍ରଦାନ କରିଛନ୍ତି। ପୁରୀ ସାଂସଦ ସମ୍ବିତ ପାତ୍ର ଏବେ ମଣିପୁର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି।
More Stories
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..
ନେପାଳ ବନ୍ୟା;ହେବ ଡିଏନଏ ପରୀକ୍ଷା…..
ରନୱେରେ ଫାଟିଲା ବିମାନର ଟାୟାର…..