ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରର ଚନ୍ଦୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲେଡି ଡନ୍ ରଞ୍ଜୁକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଧଳା ଜହର ବିକ୍ରି କରୁଥିବା ରଞ୍ଜୁକୁ ସବୁବେଳେ ଧମକ ଦେବା ସହ, ବଟି ଆଦାୟ କରୁଥିଲା ଚନ୍ଦୁ। ବଟି ନଦେଲେ ପୋଲିସରେ ଧରାଇ ଦେବାକୁ ଚନ୍ଦୁ ଧମକ ଦେଉଥିଲା । ଏକଥା ପୋଲିସ ଆଗରେ କହିଛି ଅଭିଯୁକ୍ତ ରଞ୍ଜୁ । ଗତ ୯ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଚନ୍ଦୁ ଓ ତାର ଦୁଇ ସହଯୋଗୀଙ୍କୁ ଗୋଡାଇ ଗୋଡାଇ ରଞ୍ଜୁ ଓ ତାର ସ୍ଵାମୀ ଆକ୍ରମଣ କରିଥିଲେ ।






More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ବାପାର ଜୀବନ ନେଲା ପୁଅ…..