ରିପୋର୍ଟ କାର୍ଡ / ପୁରୀ
ଆଜି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ସଂଧ୍ୟା ୬ଟାରେ ଭକ୍ତନିବାସରେ ବସିବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ ବସିବ। ସ୍ନାନପୂର୍ଣ୍ଣମା ନୀତିକାନ୍ତି ଓ ପ୍ରସ୍ତୁତି ସହ ଶୃଙ୍ଖଳିତ ରଥଯାତ୍ରା ଉପରେ ଏଥିରେ ଆଲୋଚନା ହେବ ବୋଲି ଜଣାଯାଇଛି। ସ୍ନାନପୂର୍ଣ୍ଣମା ନୀତିନିର୍ଘଣ୍ଟକୁ ଅନୁମୋଦନ କରିବ ଛତିଶାନିଯୋଗ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..