ଦେଶ ବିଦେଶ ହିମସ୍ଖଳନରେ ୮ ମୃତ୍ୟୁ….. Report Card Bureau January 19, 2023 1 min read ରିପୋର୍ଟ କାର୍ଡ / ନୂଆଦିଲ୍ଲୀବେଜିଂରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ନିଖୋଜ ରହିଛନ୍ତି । ତିଚ୍ଚତର ଦକ୍ଷିଣ-ପଶ୍ଚିମାଞ୍ଚଳ ନିଂଗଚି ସହରରେ ଏହି ହିମସ୍ଖଳନ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।Post navigationPrevious ୧୪ ପୋଲିସ ଡିଏସପିଙ୍କର ବଦଳି…..Next ଆସିଲା ରାଜଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ…..Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ବଡ଼ ଖବର ରାଜ୍ୟ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ….. October 12, 2026 Report Card Bureau 1 min read ଦେଶ ବିଦେଶ ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI…. October 12, 2026 Report Card Bureau ଦେଶ ବିଦେଶ ୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ…. October 11, 2026 Report Card Bureau
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….