ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦକ୍ଷିଣ ଚାଇନାର ଏକ ସରକାରୀ ଅଫିସରେ ବସ୍ ଜଣକ ଜୋହୁ ନାମକ ମହିଳା କର୍ମଚାରୀଙ୍କ ପାଖକୁ ବରାବର ବିଭିନ୍ନ ଅଶ୍ଳୀଳ ମେସେଜ୍ ପଠାଉଥିଲେ। ବାରମ୍ବାର ତାଗିଦ୍ ସତ୍ତ୍ୱେ ବସ୍ ଓ୍ବାଙ୍ଗ୍ଙ୍କ ଖରାପ ଅଭ୍ୟାସରେ କୌଣସି ପରିବର୍ତ୍ତନ ଘଟି ନ ଥିଲା। ଶେଷରେ ଜୋହୁ ହାତରେ ଝାଡୁ ଓ ଘର ସଫା ଟବ୍ରେ ପାଣି ଭର୍ତ୍ତି କରି ବସ୍ଙ୍କ ଉପରେ ଢ଼ାଳିବା ସହିତ ଝାଡୁ ପାହାର ଦେଇଥିଲେ। ଜୋହୁଙ୍କ ସହିତ ବସ୍ଙ୍କ ରୁମ୍କୁ ଯାଇଥିବା ଅନ୍ୟ ଜଣେ ମହିଳା କର୍ମଚାରୀ ଏହାର ଭିଡ଼ିଓ ଶୁଟିଂ କରିଥିଲେ। ୧୪ ମିନିଟର ଏହି ଭିଡ଼ିଓକୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..