Report Card Odisha

| Daily Odia News

CMC ବୈଠକରେ କଳା ପତାକା ପଦର୍ଶନ….

ରିପୋର୍ଟ କାର୍ଡ / କଟକ

କଟକ ମହାନଗର କାଉନସିଲ ବୈଠକରେ ହଟ୍ଟଗୋଳ ହୋଇଛି । ଆଜି କାଉନସିଲ କାର୍ଯ୍ୟ ଚାଲୁଥିବା ବେଳେ ଗୃହ ମଝିରେ କଳା ପତାକା ଦେଖାଇ ଧାରଣାରେ ବସିଲେ ବିଜେପି କର୍ପୋରେଟର । ମୌଳିକ ସମସ୍ୟା ପ୍ରତି ଅବହେଳା କୁ ଦର୍ଶାଇ ବିଜେପି ବିରୋଧ କରିଛି ।କର୍ପୋରେଟର ଓ ଅଫିସରଙ୍କ ଅଡିଓ ଭାଇରଲ ନେଇ ବୈଠକରେ ହୋହାଲ୍ଲା କରିଥିଲେ ବିଜେପି କର୍ପୋରେଟର | ଅଫିସରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି |  ଏହା ପରେ ଧାରଣରୁ ଉଠିଯିବାକୁ ମେୟର ସୁବାଷ ଚନ୍ଦ୍ର ସିଂ ବୁଝା ସୁଜେଝା କରିଥିଲେ ମଧ୍ୟ ଜିଦରେ ଅଟଳ ରହିଥିଲେ ବିଜେପି କର୍ପୋରେଟର |

Breaking News