Report Card Odisha

| Daily Odia News

ନିଯୁକ୍ତ ହେବେ କମ୍ପ୍ୟୁଟର ଶିକ୍ଷକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା ନେଇ ଆସନ୍ତା ୧୯ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଗଣଶିକ୍ଷା ବିଭାଗ ଅଧୀନ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ପଦବି ସୃଷ୍ଟି, ୬୪୮ ଅନୁଦାନପ୍ରାପ୍ତ ହାଇସ୍କୁଲକୁ ବିଭାଗ ଅଧୀନକୁ ଆଣିବା, ଊର୍ଦ୍ଦୁ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବ। ଏଥିସହ ଗଣଶିକ୍ଷା ବିଭାଗ ଅଧୀନ ୮ହଜାର ମାଧ୍ୟମିକ ବିଦ୍ୟାଳୟରେ ଆଉଟ୍‌ସୋର୍ସିଂ ଭାବେ କମ୍ପ୍ୟୁଟର ଶିକ୍ଷକ ପଦ ପୂରଣ ଉପରେ ବିଚାରବିମର୍ଶ କରାଯିବ

Breaking News