ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ। ସକାଳ ୧୧ଟାରେ ଲୋକସେବା ଭବନ ଘେରାଇ କରିବାକୁ କଂଗ୍ରେସ ଯୋଜନା କରିଛି। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ୨୪ ବର୍ଷର ବିଫଳ ସରକାର ବିରୋଧରେ ଜୋରଦାର ପ୍ରତିବାଦ ସ୍ବରୂପ ଏହି ଘେରାଉ କରିବ କଂଗ୍ରେସ। ଏଥିରେ ସବୁ ସାଙ୍ଗଠନିକ ଜିଲ୍ଲାରୁ କଂଗ୍ରେସ କର୍ମୀ ଓ ନେତା ସାମିଲ୍ ହେବେ।
More Stories
ନିର୍ବାଚନ ପୂର୍ବରୁ ଝାରଖଣ୍ଡ ଡିଜିପିଙ୍କ ବଦଳି ନିର୍ଦ୍ଦେଶ….
୨୩ରୁ ପ୍ରବଳ ବର୍ଷୀବ…..
ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ…..