ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ କମିଶନଙ୍କ ଟ୍ରେଣ୍ଡ ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନରେ ଏନଡ଼ିଏ ୨୦୦ ଆସନରେ ଆଗୁଆ ଥିବା ବେଳେ ବିହାର କଂଗ୍ରେସ ମୁଖ୍ୟ ରାଜେଶ ରାମଗଣନା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଏନଡିଏ ୨୦୦ ଆସନ ଅତିକ୍ରମ କରିଥିବା ବେଳେ ମହାଗଠବନ୍ଧନ ୫୬ ଆସନ ପଛରେ ରହିଛି।ଏନଡିଏ ମଧ୍ୟରେ, ଜେଡି(ୟୁ) ୭୫ ଆସନରେ, ବିଜେପି ୭୨ ଆସନରେ, ସହଯୋଗୀ ଏଲଜେପି (ଆରଭି) (୧୮) ଏବଂ ଏଚ୍ଏଏମଏସ୍ ୫ଟି ଆସନ ଆଗରେ ରହିଛି।






More Stories
ଶାହ ଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ…..
ଏମ୍ସ କର୍ମଚାରୀ ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଗିରଫ…..
ବାହାର ଭୋଟରଙ୍କୁ ନୂଆପଡ଼ା ଛାଡ଼ିବାକୁ ନିର୍ଦ୍ଦେଶ…..