ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି କଂଗ୍ରେସ ସଭାପତି ପାଇଁ ଭୋଟ ଗ୍ରହଣ ହେଉଛି | ମଲ୍ଲିକାଅର୍ଜ୍ଜୁନ ଖଡ଼ଗେ ୱେବନଂ ସସି ଥାରୁଙ୍କ ମଧ୍ୟରେ ହେଉଛି ପ୍ରତିଦ୍ୱନ୍ଦିତା | ୯ ହଜାରରୁ ଅଧିକ କଂଗ୍ରେସ କର୍ମ କର୍ତ୍ତା ଭୋଟ ଦେବେ |
ଭୋଟ ପାଇଁ ଦିଲ୍ଲୀ ସମେତ ୬୫ଟି ସ୍ଥାନରେ ପୁଲିଂ ବୁଥ ବ୍ୟବସ୍ଥା କରାଯାଇଛି | ସକାଳ ୧୦ ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସାରିଥିବା ବେଳେ ୪ ଟାରେ ଶେଷ ହେବ | ୧୯ ତାରିଖରେ ଭୋଟ ଗଣତି ହୋଇ ସେହିଦିନ ନୂଆ ସଭାପତି ନାଁ ଘୋଷଣା ହେବ | ଦୀର୍ଘ ୨୫ ବର୍ଷ ପରେ ଜଣେ ଅଣଗାନ୍ଧୀ କଂଗ୍ରେସର ମୁଖିଆ ହେବେ | ଏହାକୁ ନେଇ ବିଜେପି ମଧ୍ୟ ସମାଲୋଚନ କରିଥିଲା | କହିଥିଲା କି କଂଗ୍ରେସ ଗାନ୍ଧୀ ବ୍ରାଣ୍ଡରୁ ବାହାରି ପାରିବନାହିଁ | ଏହା ପରେ କଂଗ୍ରେସର ଅଣ ଗାନ୍ଧୀ ସଭାପତି ଚୟନ ପକ୍ରିୟା ଆରମ୍ଭ ହୋଇଛି |






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..