ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଗୁଡ଼ିକରେ କାର୍ଯ୍ୟରତ ଠିକା ଡାକ୍ତର ଅଧ୍ୟାପକମାନଙ୍କର ଦରମା ବୃଦ୍ଧି ହୋଇଛି | ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଫେସରମାନେ ୧ଲକ୍ଷ ୨୫ହଜାର ଟଙ୍କା ମାସିକ ଦରମା ପାଉଥିବାବେଳେ ନୂଆ ବିଜ୍ଞପ୍ତି ଅନୁଯାୟୀ ଏହାକୁ ୨ଲକ୍ଷ ୩୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଆସୋସିଏଟ ପ୍ରଫେସରମାନେ ମାସିକ ୧ଲକ୍ଷ ଟଙ୍କା ପାଉଥିବାବେଳେ ତାହା ୨ଲକ୍ଷକୁ ବୃଦ୍ଧି କରାଯାଇଛି । ଆସିଷ୍ଟାଣ୍ଟ ପ୍ରଫେସରମାନେ ମାସିକ ୭୫ହଜାର ଟଙ୍କା ପାଉଥିବାବେଳେ ଏହାକୁ ୧ଲକ୍ଷ ୨୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।






More Stories
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……