Report Card Odisha

| Daily Odia News

ରାଜ୍ୟରେ ଆଜି ୪୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୪୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦୮,ସଙ୍ଗରୋଧରୁ ୨୮୩ ଓ ସ୍ଥାନୀୟ ୧୯୯। ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୯, ବରଗଡ ୯, ଭଦ୍ରକ ୨, ବଲାଙ୍ଗୀର ୨୪, ବୌଦ୍ଧ ୩୭, କଟକ ୧୬, ଦେଓଗଡ ୪, ଗଜପତି ୬, ଜଗତସିଂହପୁର ୨, ଯାଜପୁର ୧୦, ଝାରସୁଗୁଡା ୮, କଳାହାଣ୍ଡି ୧୬, କନ୍ଧମାଳ ୭, କେନ୍ଦ୍ରାପଡା ୬, କେନ୍ଦୁଝର ୧୦, ଖୋର୍ଦ୍ଧା ୭୧, କୋରାପୁଟ ୫, ମୟୁରଭଞ୍ଜ ୧୭, ନବରଙ୍ଗପୁର ୨୭, ନୟାଗଡ ୧୧, ନୂଆପଡା ୧୭,ପୁରୀ ୫, ରାୟଗଡା ୫, ସମ୍ବଲପୁର ୨୬, ସୋନପୁର ୭, ସୁନ୍ଦରଗଡ ୧୦୭,ଷ୍ଟେଟ ପୁଲରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୦୬୯କୁ ବୃଦ୍ଧି ପାଇଛି। ୧୩,୧୧,୯୪୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ହଜାର ୯୦୯ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

 

Breaking News