ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୩୮୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷରୁ କମ ୫୮ ଜଣା ରହିଥିବା ବେଳେ ସଙ୍ଗରୋଧରୁ ୨୨୪ ଓ ସ୍ଥାନୀୟ ୧୬୧ ଜଣା ରହିଛନ୍ତି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୪୫୪କୁ ବୃଦ୍ଧି ପାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର ୭, ବରଗଡ ୧୫, ଭଦ୍ରକ ୨, ବଲାଙ୍ଗୀର ୨୦, ବୌଦ୍ଧ ୮, କଟକ ୧୦, ଦେଓଗଡ ୩, ଗଜପତି ୬, ଗଞ୍ଜାମ ୨, ଜଗତସିଂହପୁର ୧, ଯାଜପୁର ୬, ଝାରସୁଗୁଡା ୩, କଳାହାଣ୍ଡି ୧୭, କନ୍ଧମାଳ ୩, କେନ୍ଦ୍ରାପଡା ୪, କେନ୍ଦୁଝର ୭, ଖୋର୍ଦ୍ଧା ୮୫, କୋରାପୁଟ ୩, ମୟୁରଭଞ୍ଜ ୧୪, ନବରଙ୍ଗପୁର ୧୩, ନୟାଗଡ ୧୧, ନୂଆପଡା ୧୩, ରାୟଗଡା ୩, ସମ୍ବଲପୁର ୨୨, ସୋନପୁର ୩, ସୁନ୍ଦରଗଡ ୮୩, ଷ୍ଟେଟପୁଲରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୧୩,୧୨,୪୪୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ହଜାର ୭୯୧ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |
More Stories
ଖୁବ ଶୀଘ୍ର ଓଡ଼ିଶାରେ ନୂଆ ମଦ ନୀତି…..
ଆତ୍ମସମର୍ପଣ କଲେ ୧୬ ନକ୍ସଲ….
୪ ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…..