Report Card Odisha

| Daily Odia News

ରାଜ୍ୟରେ ୨ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଜି ୧୯୯୩ ପଜିଟିଭ ଚିହ୍ନଟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୨ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ | ଆଜି ରାଜ୍ୟରେ ୧୯୯୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ସଂକ୍ରମିତଙ୍କ ମଧ୍ୟରୁ ୧୧୫୪ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୩୯ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇଆ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୧୭୪୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୫୮, ବାଲେଶ୍ୱର ୧୮୧, ବରଗଡ଼ ୧୯, ଭଦ୍ରକ ୮୬, ବଲାଙ୍ଗୀର ୧୩, ବୌଦ୍ଧ ୧୦, କଟକ ୨୯୭, ଦେଓଗଡ଼ ୫, ଢେଙ୍କାନାଳ ୪୪, ଗଜପତି ୫, ଗଞ୍ଜାମ ୧୩, ଜଗତସିଂହପୁର ୮୯, ଯାଜପୁର ୧୪୧, ଝାରସୁଗୁଡ଼ା ୧୦, କଳାହାଣ୍ଡି ୮, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୩୫, ଖୋର୍ଦ୍ଧା ୩୨୨, କୋରାପୁଟ ୩୧, ମାଲକାନଗିରି ୪୨, ମୟୁରଭଞ୍ଜ ୧୧୦, ନବରଙ୍ଗପୁର ୧୫, ନୟାଗଡ଼ ୭୮, ନୂଆପଡ଼ା ୬, ପୁରୀ ୧୪୪, ରାୟଗଡ଼ା ୨୪, ସମ୍ବଲପୁର ୧୪, ସୋନପୁର ୧୭, ସୁନ୍ଦରଗଡ଼ ୭୫, ଷ୍ଟେଟ ପୁଲ୍‌ରୁ ୫୯ଜଣ ରହିଛନ୍ତି ।

Breaking News