Report Card Odisha

| Daily Odia News

ରାଜ୍ୟରେ ସର୍ବାଧିକ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ସର୍ବାଧିକ ୨୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | କ୍ଵାରେଣ୍ଟିନରୁ ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୯ ଲୋକାଲ କଣ୍ଟାକଟ କେସ ରହିଛି | ୨୪ ଘଂଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩, ୪୦, ୧୯୪ ପହଂଚିଛି | ୨୦ ଜିଲ୍ଳାରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଅନଗୁଳ ୧୦, ବାଲେଶ୍ୱର ୬, ବରଗଡ ୧୫, ଭଦ୍ରକ ୬, ବଲାଙ୍ଗୀର ୯, କଟକ, ୧୬, ଦେବଗଡ଼ ୧, ଢେଙ୍କାନାଳ ୧, ଗଂଜାମ ୭, ଜଗତସିଂହପୁର ୩, କଳାହାଣ୍ଡି ୯, କୋରାପୁଟ ୨, ମୟୁରଭଞ୍ଜ ୧୦, ମୁଆପଡା ୪୦, ପୁରୀ ୬, ରାୟଗଡା ୯, ସମ୍ବଲପୁର ୧୧ ଆକ୍ରଣୟ ଚିହ୍ନଟ ହୋଇଛନ୍ତି | ଏନେଇ ରାଜ୍ୟ ସୁଷଣ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

 

Breaking News