ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି | ଆଜି ରାଜ୍ୟରେ ୧୩୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୮୧୨ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ ବାକି ୫୬୨ହେଉଛି ଲୋକାଲ୍ କେସ୍ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩,୪୮,୧୮୨କୁ ବୃଦ୍ଧି ହୋଇଛି | ୩୩,୯,୨୦୦ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମଣ ସଂଖ୍ୟା ୭୦୦୩ ରହିଛି | ଆଜି ଚିହ୍ନଟ ହୋଇଥିବା ୧୩୭୪ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୩ ଓ ନୂଆପଡ଼ା ଜିଲ୍ଲାରୁ ୧୩୫ ଜଣ ଚିହ୍ନଟ ହୋଇଛନ୍ତି। ଅଙ୍ଗୁଳ ୩୩, ବାଲେଶ୍ଵର ୧୭, ବରଗଡ ୫୯, ଭଦ୍ରକ ୩୦, ବଲାଙ୍ଗୀର ୧୨, ବୌଦ୍ଧ ୨, କଟକ ୫୧, ଦେବଗଡ଼ ୮, ଢେଙ୍କାନାଳ ୫, ଗଜପତି ୮, ଗଂଜାମ ୨୦, ଜଗତସିଂହପୁର ୯, ଯାଜପୁର ୨୦, ଝାରସୁଗୁଡା ୫୨, କଳାହାଣ୍ଡି ୪୫, କନ୍ଧମାଳ ୩, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୨୪, କୋରାପୁଟ ୮, ମୟୁରଭଞ୍ଜ ୨୬, ନବରଙ୍ଗପୁର ୨୦, ନୟାଗଡ୧୩, ପୁତ୍ର ୪୪, ରାୟଗଡା ୪୭, ସମ୍ବଲପୁର ୭୭, ସୋନେପୁର ୪, ଷ୍ଟେଟ ପୋଲ ୪୫ ରହିଛି |
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା….
ନିର୍ମାଣ ହେବ ୧୧ ଏମଏସଏମଇ ପାର୍କ…..