Report Card Odisha

| Daily Odia News

ଜୁଲାଇ ୧୯ ଯାଏ ବଢିଲା ଲକ୍‌ଡାଉନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନାର ଦ୍ଵିତୀୟ ଲହର ଧୀରେ ଧୀରେ ହ୍ରାସ ପାଉଛି | ଏହାକୁ ଦେଖି କେତେକ ରାଜ୍ୟ ଅନଲକ୍‌ ହୋଇଥିବାବେଳେ କରୋନା କଟକଣା କୋହଳ କରାଯାଇଛି | କିନ୍ତୁ ଜୁଲାଇ ୧୯ ଯାଏ ତାମିଲନାଡୁରେ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି | ଏ ନେଇ ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି। ସରକାର ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌କୁ ଜୁଲାଇ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କିଛି କଟକଣାକୁ କୋହଳ କରାଯାଇଛି। ରେଷ୍ଟୁରାଣ୍ଟ , ଚା ଦୋକାନ, ବେକେରୀ, ରାସ୍ତା କଡ଼ରେ ଥିବା ଉଠା ଦୋକାନ ଏବଂ ସ୍ନାକ୍ସ ଦୋକାନକୁ ରାତି ୯ ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ଦେଇଛନ୍ତି।

Breaking News