ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିସିଲଡ୍ ଟିକା ନେଇଥିବା ଭୁବନେଶ୍ୱର ବାସିନ୍ଦାଙ୍କୁ ମିଳିବ ପ୍ରିକସନ ଡୋଜ ଟୀକା । ଯେଉଁଠାରେ ବି ଟିକା ନେଇଥିଲେ ଚଳିବ । ଅର୍ଥାତ୍ ଆପଣ ଯେକୌଣସି ସ୍ଥାନରେ ଟିକା ନେଇଥିଲେ ବି ପ୍ରିକସନ ଡୋଜ୍ ନେଇପାରିବେ । ଏନେଇ ଟ୍ୱିଟ୍ କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..