ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲା କିଶନ ନଗର ଥାନା ନମାଜ ପଡିଆରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା ଅଭିଯୋଗ । ଉକ୍ତ ଯୁବକ ପ୍ରହରାଜପୁର ଗ୍ରାମର ଅବଦୁଲ କାଦର । ଘଟଣା ସ୍ଥଳରେ କିଶନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ହତ୍ୟା କରାଗଲା ବିଭିନ୍ନ ଦିଗ ନେଇ ତଦନ୍ତ କରୁଛି ପୋଲିସ । ଉକ୍ତ ସ୍ଥାନରୁ ପୋଲିସ ଏକ ମୋବାଇଲ ଫୋନ ଜବତ କରିଛି । ଗତକାଲି ବିଳମ୍ୱିତ ରାତିରେ ଗଳାକାଟି ହତ୍ୟା କରଯାଇଥିବା ସନ୍ଦେହ କରାଯାଉଛି । ସକାଳୁ ସ୍ଥାନୀୟ ଲୋକମାନେ ଯିବା ବାଟରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..