ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାରଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ମାମଲାରେ ହୋଇପାରେ କ୍ରାଇମବ୍ରାଞ୍ଚ ତଦନ୍ତ | ଡିଜିପି ସୁନିଲ ବଂଶଲ ପ୍ରତିକ୍ରିୟା ରଖି କହିଛନ୍ତି ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ପୋର୍ଟ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ଜଣାଇଛନ୍ତି । ପୋଲିସ ଏନେଇ ଖବର ପାଇବା ପରେ ପାରାଦୀପ ପୋର୍ଟ ଆଙ୍କରାଜରେ ଥିବା ଜାହାଜରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ରୁଷୀୟ ନାଗରିକ ଜାହାଜର ମୁଖ୍ୟ ଇଞ୍ଜିନିୟର ଥିଲେ । ମୃତ ଚିଫ୍ ଇଞ୍ଜିନିୟରଙ୍କ ନାଁ ସର୍ଗେଲ ମିଲାକୋଉ ବୋଲି ସୂଚନା ମିଳିଛି । ଦରକାର ପଡ଼ିଲେ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ |






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……