Report Card Odisha

| Daily Odia News

ମହାନଦୀକୁ ଡେଇଁଲେ ଯୁବତୀ…..

ରିପୋର୍ଟ କାର୍ଡ / କଟକ

କଟକ ମହାନଦୀରେ ପୁଣି ଅଘଟଣ। ଯୋବ୍ରା ବ୍ୟାରେଜରୁ ଜଣେ ଯୁବତୀ ଡେଇଁ ପଡିଥିବା ସୂଚନା ମିଳିଛି। ଯୁବତୀ ଜଣକ ଜଗତସିଂହପୁରର ଶିବାନୀ ମଲ୍ଲିକ ବୋଲି ଜଣାପଡିଛି। ବ୍ୟାରେଜ ଉପରୁ ମହିଳାଙ୍କ ସ୍କୁଟି ଜବତ କରାଯାଇଛି। ଶିବାନୀ ପୂର୍ବରୁ ମାନସିକ ଦୁଃଶ୍ଚିନ୍ତାରେ ଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

Breaking News