ବଡ଼ ଖବର ରାଜ୍ୟ ଭୁବନେଶ୍ୱରର ଆସିବେ ଗଡ଼କରି….. Report Card Bureau October 23, 2025 ରିପୋର୍ଟ କାର୍ଡ / ଭୁବନେଶ୍ୱରଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ। ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି।Post navigationPrevious ୮ ମନ୍ତ୍ରୀଙ୍କୁ ନୂଆପଡା ଦାୟିତ୍ୱ……Next ମହାନଦୀକୁ ଡେଇଁଲେ ଯୁବତୀ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍…. October 3, 2026 Report Card Bureau 1 min read ରାଜ୍ୟ ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ….. October 3, 2026 Report Card Bureau ରାଜ୍ୟ ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ….. October 2, 2026 Report Card Bureau
More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..