ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଗୁଏଲ ଡିଆଜ କାନେଲ ଦ୍ୱିତୀୟ ଥର ଲାଗି କ୍ୱିବାର ରାଷ୍ଟ୍ରପତି ଭାବେ ନିର୍ବାଚତ ହୋଇଛନ୍ତି। କାନେଲ ସଂସଦୀୟ ଭୋଟରେ ଦ୍ୱିତୀୟ ଥର ଲାଗି ୫ ବର୍ଷର କାର୍ଯ୍ୟକାଳ ପ୍ରାପ୍ତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ କରିବାକୁ ନେଇ ସଦନରେ ଡକାଯାଇଥିବା ବୈଠକ ସମୟରେ ଡିଆଜ କାନେଲଙ୍କୁ ୪୬୨ରୁ ୪୫୯ ଭୋଟ ମିଳିଥିଲା।
More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..