ରିପୋର୍ଟ କାର୍ଡ / କଟକ
କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ କଟକରେ ପୁଣି ଏକ ସେଣ୍ଟରକୁ ସିଲ୍ କଲା କଟକ ମହାନଗର ନିଗମ । ଆଜି ସିଡିଏ ଅଫିସ ପାଖରେ ଥିବା ମହେନ୍ଦ୍ରା କ୍ଲାସେସ୍ କୋଚିଂ ସେଣ୍ଟରକୁ ସିଏମସି ସିଲ୍ କରିଛି ।କ୍ଲାସ୍ରୁମ୍ରେ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ଅଭିଯୋଗରେ ସିଲ୍ ହୋଇଛି । ଏହି କିଛି ଦିନ ତଳେ ଏମିତି ଅନୁରୂପ ଭାବେ ଆଉ ଏକ ଶିକ୍ଷାନୁଷ୍ଠାନକୁ ସିଲ୍ କରିଥିଲା ସିଏମସି । ଆଗାମୀ ଦିନରେ ମଧ୍ୟ ସହରରେ ସିଏମସି ଓ ସିଡିଏ ପକ୍ଷରୁ ମିଳିତ ଭାବେ ଏହି ଚଢଉକୁ ଜୋରଦାର କରାଯିବ ବୋଲି ସୂଚନା ଦିଆଯାଇଛି।






More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ବାପାର ଜୀବନ ନେଲା ପୁଅ…..