ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିଲିଣ୍ଡର ବିସ୍ଫୋରଣ ଘଟି ୪ ଜଣ ଜୀବନ୍ତ ଜଳି ଯାଇଛନ୍ତି | ମଙ୍ଗଳବାର ଦିଲ୍ଲୀର ଶାହଦରା ଅଞ୍ଚଳରେ ଜଣଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ଘଟି ଏଥିରେ ୪ ଜଣଙ୍କର ଜଳିଯାଇ ମୃତ୍ୟୁ ହୋଇଛି। ଆଉ ଜଣେ ବ୍ୟକ୍ତି ପୋଡି ହୋଇଯିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ କର୍ମଚାରୀଙ୍କ କହିବା ଅନୁଯାୟୀ, ଅଗ୍ନିକାଣ୍ଡ ଶାହଦରାର ଫର୍ଶ ବଜାର ଅଞ୍ଚଳର ଏହି ଘଟଣା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
More Stories
ବିଜୁବାବୁଙ୍କୁ ସମ୍ମାନିତ କଲେ ରୁଷ ସରକାର….
୧୧ ମହିଳାଙ୍କ ସମେତ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ .
ଅଦ୍ବୈତ, ଦୁର୍ଗାଚରଣ, ଅଶୋକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ .