Report Card Odisha

| Daily Odia News

ଖଡଗେଙ୍କୁ ଭେଟିଲେ ଦତ୍ତେଶ୍ଵର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଲେ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତା। ଦିଲ୍ଲୀରେ ଖଡଗେଙ୍କୁ ଭେଟିଛନ୍ତି ଦତ୍ତେଶ୍ଵର। ଏହି ସମୟରେ ପିସିସି ସଭାପତି ଭକ୍ତ ଦାସ, କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ କ୍ରିଏଟିଭ୍ କଂଗ୍ରେସ ସଭାପତି ସନ୍ଦୀପ ଦୀକ୍ଷିତ ତାଙ୍କ ସହ ଉପସ୍ଥିତ ଥିଲେ। ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେ​‌ଳେ ବିଜେଡିର ଚତୁର୍ଥ ଆସନ ପାଇଁ ଦତ୍ତେଶ୍ଵର ହୋତା ପ୍ରାର୍ଥୀ ହୋଇଛନ୍ତି। ଏବଂ କଂଗ୍ରେସ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛି। ଏହି ଅବସରରେ ରାଜ୍ୟସଭା ପ୍ରାର୍ଥୀ ଡକ୍ଟର ଦତ୍ତେଶ୍ଵର ହୋତା ଖଡଗେଙ୍କୁ ଭେଟିଛନ୍ତି।

Breaking News