ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ରାଜଧାନୀ ଦିଲ୍ଲୀ ସମେତ ହରିୟାଣାରେ ଭୂମିକମ୍ପ ଅନୁଭୂତ ହୋଇଛି । ସୋମବାର ରାତିରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭। ହରିୟାଣାର ଝାଜର ଜିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା କୁହାଯାଇଛି। ଭୂମିକମ୍ପ ସମ୍ପର୍କିତ କ୍ଷୟକ୍ଷତି ତଥ୍ୟ ଜଣାପଡ଼ିନାହିଁ।
More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..