ରିପୋର୍ଟ କାର୍ଡ / ନୟାଗଡ଼
ନୟାଗଡ଼ ଜିଲ୍ଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବ୍ରହ୍ମପୁର ଅଂଞ୍ଚଳର ଏଲ ହରିପାତ୍ର ଓ ଲଷ୍ମୀ ପାତ୍ରଙ୍କ ଦମ୍ପତି, ସୁମତି ସାହୁ, ସୁପ୍ରଭା ସାହୁ ଓ ଡ୍ରାଇଭର ଗଂଜାମ କୁଲାଡ଼ ଗାଁର ପ୍ରବୀଣ କୁମାର ସାହୁ। ସେହିପରି ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇ ଦଶପଲ୍ଲା ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଟୁରିଷ୍ଟ ବସ ଅନିଲ ବ୍ରହ୍ମପୁରରୁ ହରିଶଙ୍କର ଯାଉଥିଲା।






More Stories
ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
୨୦ରେ ରାଜ୍ୟ କ୍ୟାବିନେଟ୍…..