ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଦ୍ବିତୀୟ ଥର ପାଇଁ ପହଞ୍ଚିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ।ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ନୋଟିସ ନେଇ ପହଂଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ହେଲେ ଅରବିନ୍ଦ କେଜ୍ରିୱାଲ ସେଠାରେ ନଥିବାରୁ ଫେରି ଆସିଥିଲା ଟିମ୍ । ଏହାପରେ ଶନିବାର ପୁଣି ଥରେ କ୍ରାଇମବ୍ରାଞ୍ଚ କେଜ୍ରିୱାଲଙ୍କ ଘରକୁ ଯାଇଛି । ଦିଲ୍ଲୀ ପୁଲିସ ପକ୍ଷରୁ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସିଏମ କାର୍ଯ୍ୟାଳୟ ଏହି ନୋଟିସ ନେବାକୁ ରାଜି ହୋଇଥିବା ଜଣାପଡିଛି ।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……