Report Card Odisha

| Daily Odia News

ଡେପୁଟି କଲେକ୍ଟର ଗିରଫ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜଗତସିଂହପୁର ଡେପୁଟି କଲେକ୍ଟର ଗିରଫ ହୋଇଛନ୍ତ | ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା ଙ୍କୁ ଭିଜିଲାନ୍ସ ଗିରଫ କରିଛି | ଆୟ ଠାରୁ ୧୯୧ % ରୁ ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ରିପୋର୍ଟରୁ ଜଣାପଡିଛି | ଚିତ୍ତରଂଜନଙ୍କର ୫ଟି ଫ୍ଲାଟ୍ ଅଛି।  ନଗଦ ୧ ଲକ୍ଷ ୮୫ ହଜାର ୨୮୫ ଟଙ୍କା ଜବତ କରାଯାଇଥିବା ବେଳେ ବ୍ୟାଙ୍କ ଓ ବୀମା ଜମା ସହିତ ବିଭିନ୍ନ କ୍ଷେତ୍ରରେ ନିବେଶ ବାବଦକୁ ୪୮.୭୧ ଲକ୍ଷ ଟଙ୍କା ଠାବ କରାଯାଇଛି।

Breaking News