ରିପୋର୍ଟ କାର୍ଡ / ଭଦ୍ରକ
ଧାମନଗର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ପାର୍ଥୀଙ୍କ ନାମ ଘୋଷଣା କରାଯିବ | ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । କିନ୍ତୁ ବିଜେଡି ରକିଏ ପାର୍ଥୀ ହେବ ଘୋଷଣା କରାଯାଇ ନାହିଁ | ମଙ୍ଗଳବାର ଟିକଟ ଘୋଷଣା ପରେ ୧୪ରେ ନାମାଙ୍କନ ଦାଖଲ କରିବେ କଂଗ୍ରେସ ପାର୍ଥୀ। ତିନି ପ୍ରମୁଖ ଦଳ ଜୋରଦାର ନିର୍ବାଚନୀ ପ୍ରଚାର ଚଳାଇଛନ୍ତି |
More Stories
ପୋଲିସ SI ପରୀକ୍ଷା ସ୍କାମ୍ : ଧରାପଡିଲା ମାଷ୍ଟରମାଇଣ୍ଡ!…..
ଓଡିଶାକୁ ମିଳିଲା ଟିକସ ହସ୍ତାନ୍ତରର ଅଗ୍ରୀମ କିସ୍ତି ୪୬୦୧ କୋଟି…..
ଜେଲରୁ କଏଦୀ ଚମ୍ପଟ:ଦୁଇ ୱାର୍ଡର ନିଲମ୍ବିତ…..