ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବା ପରେ ଅଭିଜ୍ଞ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କୁ ଏକ ବଡ଼ ଦାୟିତ୍ଵ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ମେଣ୍ଟର ତଥା ବ୍ୟାଟିଂ ପ୍ରଶିକ୍ଷକ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି। ଏନେଇ ଏକ୍ସ ଜରିଆରେ ଆରସିବି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆରସିବି ପକ୍ଷରୁ ଆଇପିଏଲ-୨୦୨୪ ଖେଳିବା ପରେ ଜୁନ୍ ୧ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ଦୀନେଶ କାର୍ତ୍ତିକ।






More Stories
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ହକି ଇଣ୍ଡିଆକୁ କଡ଼ା ଚେତାବନୀ…..
ଏସୀୟ କ୍ରୀଡ଼ାରୁ ବାଦ ପଡ଼ିଲେ ନୀରଜ ଚୋପ୍ରା…..