ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସଂସଦର ଶୀତକାଳୀନ ଅଧିବେଶନର ୧୪ତମ ଦିନ । ଆଜି ଲୋକସଭାରେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଉପରେ ଆଲୋଚନା ହେବ। ନିୟମ ୧୯୩ ଅନୁଯାୟୀ ଏହି ଆଲୋଚନା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦ୍ୱାରା ଆରମ୍ଭ ହେବ। ଡିଏମକେ ସାଂସଦ କାନିମୋଝି ଏବଂ ବିଜେପି ସାଂସଦ ବଂଶୁରୀ ସ୍ୱରାଜ ମଧ୍ୟ ଆଲୋଚନାର ଅଂଶ ହେବେ। ସନ୍ଧ୍ୟା ୫ଟାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସରକାରଙ୍କ ପକ୍ଷରୁ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବେ।






More Stories
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….