ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ମାସ ଫେବୃଆରୀ ୧ ତାରିଖରୁ ଡାକ୍ତମାନେ ଆନ୍ଦୋଳନକୁ ଓହ୍ଲାଇବେ । ସେମାନଙ୍କ ଦାବି ପୁରଣ ନହେଲେ ଆନ୍ଦୋଳନକୁ କରିବାନେଇ ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ଏନେଇ ଆଜି ପ୍ରେସମିଟ୍ ଜରୀଆରେ ସୂଚନା ଦେଇଛି ଓଡିଶା ମେଡିକାଲ ଆସୋସିଏସନ। ତେବେ କେନ୍ଦ୍ରିୟ ହାରରେ ଦରମା, ଅବସର ବୟସ ବୃଦ୍ଧି ଆଡହକ୍ ଡାକ୍ତରଙ୍କୁ ସ୍ଥାୟୀ ଆଦି ଅନେକ ଦାବି କରିଛି ଓମସା । ତେହେ ଏହି ଦାବି ପୁରଣ ନହେଲେ ରାଜ ରାସ୍ତାକୁ ଓହ୍ଲାଇବେ ଶତାଧିକ ଡାକ୍ତର। ଓଡିଶା ମେଡିକାଲ ଆସୋସିଏସନ ୪ଟି ଦାବି ନେଇ ରାଜ୍ୟସରକାରଙ୍କ ସହ ଅନେକଥର ଆଲୋଚନା କିଥିବା ବେଳେ ତାହା ବିଫଳ ହୋଇଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….
୩ ଦିନ ପ୍ରବଳ ବର୍ଷା ଆଶଙ୍କା…..
ମୁଖ୍ୟମନ୍ତ୍ରୀ ୟୁନିଟ୍-ଗ୍ରୁପ୍ କମ୍ପାନୀ ସହ କରିବେ ଆଲୋଚନା…..