ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ଆଜି ସକାଳେ ଭୂକମ୍ପ ହୋଇଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି। ଏହାର କେନ୍ଦ୍ର ଭୂମି ଠାରୁ ୧୮୬ କିମି ତଳକୁ ରହିଛି ବୋଲି ଜଣାପଡିଛି। ସେହିପରି ଗୁଜରାଟରେ ସୌରାଷ୍ଟ୍ର କ୍ଷେତ୍ରର ଅମରେଲୀ ଜିଲ୍ଲାରେ ୩.୨ ତିବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହି ଭୂମିକମ୍ପରେ କୌଣସି ଧନଜୀବନ ନଷ୍ଟ, କ୍ଷୟକ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି। ଏହାର କେନ୍ଦ୍ର ସ୍ଥଳ ଅମରେଲୀ ସହର ଠାରୁ ୪୩ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଭୂମି ଠାରୁ ୩.୨ କିଲୋମିଟର ଗଭୀର ବୋଲି ଜଣାପଡିଛି।






More Stories
KYC ବିନା ଚାଲିବନି ଫେସବୁକ୍-ଇନଷ୍ଟାଗ୍ରାମ !…..
ନଦୀକୁ ଖସିଲା ବସ୍,୨୩ ମୃତ…..
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..