Report Card Odisha

| Daily Odia News

ମଣିପୁର-ଜୟପୁରରେ ଭୂକମ୍ପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ବୋତ୍ତର ରାଜ୍ୟ ମଣିପୁରରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ,୩.୫ ତିବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର କେନ୍ଦ୍ର ୨୦ କିଲୋମିଟର ଗଭୀର ଥିଲା। ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇ ନାହିଁ। ଏହାସହ ଆଜି ସକାଳେ ରାଜସ୍ଥାନର ଜୟପୁରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି।

Breaking News