ରିପୋର୍ଟ କାର୍ଡ / ଗଜପତି
ମୋହନାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ଣ ୧ଟା୧ରେ ମୋହନା ଏହାର ଆଖପାଖ ଅଞ୍ଚଳ ଅଡବା, ଚାନ୍ଦିପୁଟ, ଲୁହାଗୁଡି ଓ ତପ୍ତପାଣି ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିବା ସହ ଭୟଭୀତ ହୋଇଥିଲେ। ଏଥିରେ ଧନ ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି।
More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..