ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଡି ସ୍କାନରରେ ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ୫ ଘଣ୍ଟା ହେବ ପଚରା ଉଚରା କରୁଥିବା ସୂଚନା ମିଳିଛି। ଦିଲ୍ଲୀରେ ଜ୍ୟାକଲିନ୍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଥିବା ଜଣାପଡିଛି । କୋଟି କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ୍ଙ୍କୁ ଇଡି ଜେରା କରୁଥିବା ଜଣାପଡିଛି।ତେବେ ଏହି ରାକେଟର ମୁକେଶ ଚନ୍ଦ୍ରଶେଖର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ମଧ୍ୟ ହୋଇଛି । ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କ ଉପରେ ଫେମା ଆଇନ ଉଲ୍ଲଂଘନ ନେଇ ଅଭିଯୋଗ ରହିଛି।ଗତ ୭ ଜୁଲାଇରେ ଟଙ୍କା ହେରଫେର ମାମଲାରେ ୟାମୀ ଗୌତମଙ୍କୁ ଇଡି ପଚରା ଉଚରା କରିଥିଲା।






More Stories
ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଦେଓଲ…..
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..